ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସ୍ଫାଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସ୍ଫାଳନ   ବିଶେଷ୍ୟ

ଅର୍ଥ : କାହାରିକୁ ପଛକୁ ହଟାଇବା ନିମନ୍ତେ ଧକ୍କା ଦେବା, ଦାବିବା, ବା ମାରିବା କ୍ରିୟା

ଉଦାହରଣ : ଧାଡିର ଗୋଟିଏ ପିଲା ଆସ୍ଫାଳନରେ ପ୍ରବୃତ୍ତ ଅଛି

किसी को पीछे हटाने के लिए ढकेलने, दबाने या मारने की क्रिया।

पंक्ति का एक बच्चा आस्फालन में प्रवृत्त है।
आस्फालन

ଅର୍ଥ : ନିଜର ପ୍ରଶଂସା ନିଜେ କରିବାର କ୍ରିୟା

ଉଦାହରଣ : ବିଦ୍ୱାନ ଲୋକମାନେ ଆତ୍ମପ୍ରଶଂସା କରନ୍ତି ନାହିଁ

ସମକକ୍ଷ : ଆତ୍ମପ୍ରଶଂସା, ଆତ୍ମଶ୍ଳାଘା, ଆତ୍ମସ୍ତୁତି

अपनी प्रशंसा स्वयं करने की क्रिया।

विद्वान लोग आत्मप्रशंसा नहीं करते।
आत्मप्रशंसा, आत्मश्लाघा, आत्मस्तुति, आस्फालन

Speaking of yourself in superlatives.

boast, boasting, jactitation, self-praise

ଅର୍ଥ : ଆଘାତ ଲାଗିଲେ ବା ରଗଡିଗଲେ ଉତ୍ପନ୍ନ ହେଉଥିବା ଶବ୍ଦ

ଉଦାହରଣ : ଆଘାତ ଶବ୍ଦ ଶୁଣି ମା ଭିତରକୁ ଚାଲି ଆସିଲେ

ସମକକ୍ଷ : ଆଘାତ ଶବ୍ଦ, ଆସ୍ଫୋଟ

ठोकर लगने या रगड़ से उत्पन्न शब्द।

आस्फोट सुनकर अम्मा भीतर चली आईं।
आस्फोट