ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସୁରୀ ସଂପଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସୁରୀ ସଂପଦ   ବିଶେଷ୍ୟ

ଅର୍ଥ : ଅସୁରମାନଙ୍କ ଭଳି ଅନ୍ୟାୟ,ଅନୀତି, ଅଥବା କୁମାର୍ଗରେ ଅର୍ଜିତ ଧନ ବା ସମ୍ପତ୍ତି

ଉଦାହରଣ : ଆଜିକାଲି ଲୋକେ ଆସୁରୀ ସମ୍ପଦ ସଂଗ୍ରହକରିବାରେ ଟିକିଏ ବି ସଙ୍କୋଚ କରୁନାହାନ୍ତି

ସମକକ୍ଷ : ଆସୁରୀ ସମ୍ପଦ, ମନ୍ଦ ରୋଜଗାର

असुरों की भाँति अन्याय, अनीति अथवा कुमार्ग से अर्जित धन या वैभव।

आजकल लोगों को आसुरीसंपत् बटोरने में थोड़ी सी भी झिझक नहीं होती है।
आसुर संपत्, आसुर सम्पत्, आसुर-संपत्, आसुर-सम्पत्, आसुरसंपत्, आसुरसम्पत्, आसुरी संपत्, आसुरी सम्पत्, आसुरी-संपत्, आसुरी-सम्पत्, आसुरीसंपत्, आसुरीसम्पत्, बुरी कमाई