ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସବ   ବିଶେଷ୍ୟ

ଅର୍ଥ : କିଛି ବିଶିଷ୍ଟ ପ୍ରକାରରେ ତିଆରି ହେଉଥିବା ବୈଦ୍ୟଶାସ୍ତ୍ରରେ ଉଲ୍ଲେଖିତ ଗୋଟିଏ ପୌଷ୍ଟିକ ପେୟ

ଉଦାହରଣ : ଦ୍ରାକ୍ଷାସବ କ୍ଷୁଧା ବର୍ଦ୍ଧକ

वैद्यक में प्रयुक्त वह पौष्टिक पेय जिसे कुछ विशिष्ट प्रकार से बनाया जाता है।

द्राक्षासव क्षुधावर्धक है।
आसव

ଅର୍ଥ : ଏଭଳି କୌଣସି ମଧୁର ଏବଂ ମାଦକ ପଦାର୍ଥ ଯାହା ଯେ କୌଣସି ରୂପରେ ପାନ କରାଯାଏ

ଉଦାହରଣ : କାମୁକ ନିମନ୍ତେ ଅଧରାସବର ପାନ ମଦପାନ ଠାରୁ ଅଧିକ ଆନନ୍ଦଦାୟକ

कोई ऐसा मधुर और मादक पदार्थ जिसका किसी रूप में पान किया जाता हो।

कामुक के लिए अधरासव का पान मदिरा पान से अधिक आनंददायक होता है।
आसव

ଅର୍ଥ : କୌଣସି ଉତ୍ତେଜକ ଅଥବା ବଳବର୍ଦ୍ଧକ ପଦାର୍ଥ ବା କଥା

ଉଦାହରଣ : ବୈଦ୍ୟଙ୍କ ଦ୍ବାରା ଦିଆଯାଇଥିବା ଆସବକୁ ଖାଇଲା ପରେ ତାହାର ଦୁର୍ବଳତା ଚାଲିଗଲା

कोई भी उत्तेजक अथवा बलवर्धक पदार्थ या बात।

वैद्य के दिए हुए आसवों को खाने के बाद उसकी कमजोरी चली गई।
आसव

ଅର୍ଥ : ପଚା ଫଳ ଆଦିକୁ ଚିପୁଡି ତିଆରି କରା ଯାଉଥିବା ଗୋଟିଏ ପ୍ରକାର ମଦ୍ୟ

ଉଦାହରଣ : ଆସବ ମଦ କମ ନିଶାଯୁକ୍ତ

ସମକକ୍ଷ : ଆସବ ମଦ

फलों आदि के खमीर को निचोड़कर बनाया हुआ एक प्रकार का मद्य।

आसव उतना नशीला नहीं होता है।
आसव