ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଷାଢ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଷାଢ଼   ବିଶେଷ୍ୟ

ଅର୍ଥ : ଭାରତୀୟ ମାସମାନଙ୍କ ମଧ୍ୟରେ ଜ୍ୟେଷ୍ଠ ପରେ ଓ ଶ୍ରାବଣ ପୂର୍ବର ମାସ

ଉଦାହରଣ : ଆଷାଢ଼ ମାସରେ ଅତ୍ୟଧିକ ବର୍ଷା ଯୋଗୁଁ କୃଷକମାନେ କ୍ଷେତ କାମରେ ଲାଗିରହନ୍ତି

ସମକକ୍ଷ : ଆଷାଢ଼ମାସ

भारतीय महीनों में ज्येष्ठ के बाद का और श्रावण के पहले का महीना जो अंग्रेजी महीने के जून और जुलाई के बीच में आता है।

आषाढ़ में अत्यधिक वर्षा के बावजूद किसान लोग खेती के कामों में लगे रहते हैं।
अषाढ़, असाढ़, आशाढ़, आषाढ़, आषाढ़मास, आसाढ़, शुचि

The fourth month of the Hindu calendar.

asadha, asarh