ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶୟ   ବିଶେଷ୍ୟ

ଅର୍ଥ : ଶରୀର ଭିତରେ ଥଳି ଆକାରର ଏଭଳି କୌଣସି ଅଙ୍ଗ ବା ରିକ୍ତ-ସ୍ଥାନ ଯେଉଁଥିରେ କୌଣସି ବିଶିଷ୍ଟ କ୍ରିୟା କରୁଥିବା ତତ୍ତ୍ବ ବା ଶକ୍ତି ଥାଏ

ଉଦାହରଣ : ଆମ ଶରୀରରେ ଆମାଶୟ, ଗର୍ଭାଶୟ, ପିତ୍ତାଶୟ, ମୂତ୍ରାଶୟ ଆଦି ଅଛି

शरीर के अंदर थैली के आकार का कोई ऐसा अंग या रिक्त-स्थान जिसमें कोई विशिष्ट क्रिया करनेवाला तत्त्व या शक्ति रहती हो।

हमारे शरीर में आमाशय, गर्भाशय, पित्ताशय, मूत्राशय आदि हैं।
आशय