ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶ୍ରୟଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶ୍ରୟଣ   ବିଶେଷ୍ୟ

ଅର୍ଥ : କାହାରି ଆଶ୍ରୟ ବା ସାହାରା ନେବା ବା କାହାରିକୁ ଆଶ୍ରୟ ବା ସାହାରା ଦେବାର କ୍ରିୟା ବା ଭାବ

ଉଦାହରଣ : ବୁଦ୍ଧ, ସଂଘ, ଏବଂ ଧର୍ମ ଏହି ତିନି ରତ୍ନର ଆଶ୍ରୟଣକୁ ମନୁଷ୍ୟର ଆଧ୍ୟାତ୍ମିକ ଉନ୍ନତିର ମୂଳ ବୋଲି ବୌଦ୍ଧଧର୍ମରେ ବିଚାର କରାଯାଏ

किसी का आश्रय या सहारा लेने या किसी को आश्रय या सहारा देने की क्रिया या भाव।

बौद्धधर्म में बुद्ध, संघ और धर्म इन तीनों रत्नों के आश्रयण को मनुष्य की आध्यात्मिक उन्नति का मूल माना गया है।
आश्रयण