ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶ୍ରବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶ୍ରବ   ବିଶେଷ୍ୟ

ଅର୍ଥ : ଜୈନ ଏବଂ ବୌଦ୍ଧ ଦର୍ଶନ ଅନୁସାରେ ଜୀବର ବନ୍ଧନର କାରଣ ହୋଇଥିବା କିମ୍ବା ତାହାର ମୋକ୍ଷର ବାଧକ ହୋଇଥିବା କୌଣସି କଥା

ଉଦାହରଣ : ଜୈନମାନଙ୍କ ମଧ୍ୟରେ ପାପାଶ୍ରବ ଏବଂ ପୁଣ୍ୟାଶ୍ରବ ଅଥବା ବୌଦ୍ଧମାନଙ୍କ ମଧ୍ୟରେ ଅବିଦ୍ୟାଶ୍ରବ, କାୟାଶ୍ରବ ଆଦି ମୋକ୍ଷ କ୍ଷେତ୍ରରେ ବାଧକ

जैन और बौद्ध दर्शनों के अनुसार कोई ऐसी बात जो जीव के बंधन का कारण हो अथवा उसके मोक्ष में बाधक हो।

जैनों में पापाश्रव और पुण्याश्रव अथवा बौद्धों में अविद्याश्रव, कायाश्रव आदि मोक्ष में बाधक हैं।
आश्रव