ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶାବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶାବାଦ   ବିଶେଷ୍ୟ

ଅର୍ଥ : ଯେଉଁ ମତ ପ୍ରତିପାଦିତ କରେ ଯେ ସଂସାରରେ ଦୁଃଖ ଅପେକ୍ଷା ସୁଖ ଅଧିକ ଏବଂ ଶେଷରେ ସତ୍ୟର ବିଜୟ ହୁଏ

ଉଦାହରଣ : କେବେ କେବେ ଆଶାବାଦ ଜୀବନରେ ହାରିଥିବା ବ୍ୟକ୍ତିକୁ ମଧ୍ୟ ବଞ୍ଚିବାପାଇଁ ପ୍ରେରିତ କରେ

वह मत जो यह प्रतिपादित करता है कि संसार में दुख की अपेक्षा सुख अधिक है और अंत में सत्य की ही विजय होती है।

कभी-कभी आशावाद जिन्दगी से हारे हुए व्यक्ति को भी जीने के लिए प्रेरित करता है।
आशावाद

The optimistic feeling that all is going to turn out well.

optimism