ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆର୍ତ୍ତନାଦ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆର୍ତ୍ତନାଦ କରିବା   କ୍ରିୟାପଦ

ଅର୍ଥ : ବ୍ୟଥା ସମୟରେ ଦୁଃଖସୂଚକ ଶବ୍ଦ ବା ଧ୍ୱନି ବାହାରକରିବା

ଉଦାହରଣ : ରାମଚନ୍ଦ୍ରଙ୍କ ବନ ଗମନ ସମୟରେ ଅଯୋଧ୍ୟାବାସୀ ଆର୍ତ୍ତନାଦ କରୁଥିଲେ

ସମକକ୍ଷ : କ୍ରନ୍ଦନ କରିବା, ଜୋରରେ କାନ୍ଦିବା

पीड़ा के समय दुःखसूचक शब्द या ध्वनि निकालना।

रामचन्द्र के वन-गमन पर अयोध्यावासी आर्तनाद कर रहे थे।
आर्तनाद करना, क्रंदन करना

Express grief verbally.

We lamented the death of the child.
keen, lament