ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରାଧନା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରାଧନା କରିବା   କ୍ରିୟାପଦ

ଅର୍ଥ : ପରମ୍ପରାଗତ ଧାର୍ମିକ ଭଜନ ଆରମ୍ଭ କରିବା ବା ପରମ୍ପରାଗତ ଧାର୍ମିକ ଭଜନ ଚାଲୁ କରିବା

ଉଦାହରଣ : ଆପଣ ଏହି ମନ୍ଦିରରେ ବି ପରମ୍ପରାଗତ ଧାର୍ମିକ ଭଜନ ଆରମ୍ଭ କରନ୍ତୁ

ସମକକ୍ଷ : ଭଜନ ଆରମ୍ଭ କରିବା, ଭଜନ ଚାଲୁ କରିବା, ଭଜନକୀର୍ତ୍ତନ କରିବା, ମହିମାକୀର୍ତ୍ତନ ଆରମ୍ଭ କରିବା, ସ୍ତବଗାନ ଆରମ୍ଭ କରିବା

* परम्परागत धार्मिक भजन को शुरू करना या परम्परागत धार्मिक भजन का चलन करना।

आप इस मंदिर में भी परम्परागत धार्मिक भजन शुरू कीजिए।
भजन शुरू करना

ଅର୍ଥ : ଦେବୀ-ଦେବତାଙ୍କୁ ପ୍ରସନ୍ନ କରିବା ନିମନ୍ତେ ଶ୍ରଦ୍ଧା,ସମ୍ମାନ, ବିନୟଆଦି ପ୍ରକାଶ କରିବା

ଉଦାହରଣ : ସନ୍ଥ ଲୋକମାନେ ସବୁବେଳେ ଭଗବାନଙ୍କର ପୂଜା କରନ୍ତି

ସମକକ୍ଷ : ଅର୍ଚ୍ଚନା କରିବା, ଉପାସନା କରିବା, ପୂଜା କରିବା

देवी-देवताओं को प्रसन्न करने के लिए श्रद्धा, सम्मान, विनय आदि प्रकट करना।

संत लोग हमेशा भगवान की पूजा करते हैं।
अरचना, अराधना, अर्चना करना, अवराधना, आराधना करना, उपासना करना, पूजना, पूजा करना

Show devotion to (a deity).

Catholic Christians worship Jesus Christ on the cross.
worship