ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରତି   ବିଶେଷ୍ୟ

ଅର୍ଥ : ଯେଉଁ ଆଧାର ବା ପାତ୍ରରେ ଆରତି ନିମନ୍ତେ ଦୀପ ଜଳା ଯାଏ

ଉଦାହରଣ : ଆରତି କରିବା ପୂର୍ବରୁ ପୂଜାରୀ ପ୍ରତିଦିନ ଭଲ ଭାବରେ ନିରଞ୍ଜନୀକୁ ଧୋଇଥାନ୍ତି

ସମକକ୍ଷ : ଆରତିଦଣ୍ଡ, ଆଳତି, ଆଳତିଦଣ୍ଡ, ନିରଞ୍ଜନୀ

वह आधार या पात्र जिसमें आरती के लिए दीपक जलाया जाता है।

पुजारी जी प्रतिदिन आरती करने से पहले निरंजनी को अच्छी तरह से धोते हैं।
आरती, निरंजनी, नीरांजनी

Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).

container

ଅର୍ଥ : କୌଣସି ମୂର୍ତ୍ତି, ପୂଜନୀୟ ବ୍ୟକ୍ତି ଆଦିଙ୍କ ଆଗରେ ଦୀପ,କର୍ପୂର ଆଦି ଜଳାଇ ବୁଲାଇବା କାର୍ଯ୍ୟ

ଉଦାହରଣ : ମାଆ ପୂଜାଘରେ ଆଳତି କରୁଛି

ସମକକ୍ଷ : ଆଳତି

किसी मूर्ति, पूजनीय व्यक्ति आदि के आगे दीपक, कपूर आदि जलाकर घुमाने का कार्य।

माँ पूजाघर में आरती कर रही है।
आरती, निराजन

The prescribed procedure for conducting religious ceremonies.

ritual

ଅର୍ଥ : ଆରତି କରିବା ସମୟରେ ଗାନ କରାଯାଉଥିବା ବା ପଢ଼ା ଯାଉଥିବା ଗୀତ

ଉଦାହରଣ : ସୀତା ଲୟରେ ଆରତି ଗାଉଛି

वह गीत जो आरती करते समय गाया या पढ़ा जाता है।

सीता लय के साथ आरती गा रही है।
आरती