ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରକ୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରକ୍ଷଣ   ବିଶେଷ୍ୟ

ଅର୍ଥ : କୌଣସି ସିଟ୍, କକ୍ଷ, ସ୍ଥାନଆଦିକୁ କୌଣସି ବିଶିଷ୍ଟ ଲୋକ,ସଂସ୍ଥା, ଜାତିଆଦିପାଇଁ ନିଶ୍ଚିତ କରିବା କ୍ରିୟା

ଉଦାହରଣ : କାଲି ରାୟପୁର ଯିବାପାଇଁ ଟ୍ରେନରେ ଆରକ୍ଷଣ ମିଳିଲା ନାହିଁ

ସମକକ୍ଷ : ବୁକିଙ୍ଗ୍‌, ରିଜରଭେସନ୍‌

किसी सीट, कक्ष, स्थान आदि को किसी विशिष्ट व्यक्ति, संस्था, जाति आदि के लिए निश्चित करने की क्रिया।

कल रायपुर जाने के लिए मेल में आरक्षण नहीं मिला।
आरक्षण, बुकिंग, रिजर्वेशन, रिज़र्वेशन

Something reserved in advance (as a hotel accommodation or a seat on a plane etc.).

reservation