ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବର୍ଜନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବର୍ଜନା   ବିଶେଷ୍ୟ

ଅର୍ଥ : ଏଭଳି ଜିନିଷ ଯାହା ବିଲକୁଲ ରଦ୍ଦି ହୋଇଗଲାଣି

ଉଦାହରଣ : ସେ ଆଜି ନିଜ କୋଠରୀର ଅଳିଆ ସଫାକରିବାରେ ବ୍ୟସ୍ତ ଅଛି

ସମକକ୍ଷ : ଅଳିଆ, ମଇଳା

ऐसी चीज़ जो बिलकुल रद्दी मान ली गई हो।

वह आज अपने कमरे से कूड़ा करकट हटाने में व्यस्त है।
अल्लम-गल्लम, अवस्कर, आखोर, कचरा, कबाड़ा, करकट, कूड़ा, कूड़ा करकट, कूड़ा-करकट, कूड़ा-कर्कट, पुरीष, भँगार, भंगार

Any materials unused and rejected as worthless or unwanted.

They collect the waste once a week.
Much of the waste material is carried off in the sewers.
waste, waste material, waste matter, waste product

ଅର୍ଥ : ଯେଉଁ ପଦାର୍ଥକୁ ଅନୁପଯୁକ୍ତ ଭାବି ଫୋପାଡ଼ି ଦିଆଯାଏ

ଉଦାହରଣ : କାରଖାନାର ବର୍ଜ୍ୟବସ୍ତୁ ନଦୀ ଜଳକୁ ପ୍ରଦୂଷିତ କରିଥାଏ

ସମକକ୍ଷ : ବର୍ଜ୍ୟବସ୍ତୁ, ମଇଳା

वह पदार्थ जिसे अनुपयोगी समझकर फेंक दिया जाता है।

कारखानों के अपशेष नदियों आदि के जल को प्रदूषित करते हैं।
अपशेष

Any materials unused and rejected as worthless or unwanted.

They collect the waste once a week.
Much of the waste material is carried off in the sewers.
waste, waste material, waste matter, waste product