ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବରଣ ଶକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବରଣ ଶକ୍ତି   ବିଶେଷ୍ୟ

ଅର୍ଥ : ବେଦାନ୍ତ ଅନୁସାରେ ଆତ୍ମାର ଜ୍ଞାନ ଦୃଷ୍ଟି ଉପରେ ପର୍ଦ୍ଦା ପକାଇବା ଶକ୍ତି

ଉଦାହରଣ : ଆବରଣ ଶକ୍ତିର ପ୍ରଭାବରୁ ଜ୍ଞାନୀମାନଙ୍କର ମଧ୍ୟ ମୁକ୍ତି ନାହିଁ

ସମକକ୍ଷ : ଆବରଣଶକ୍ତି

वेदांत के अनुसार आत्मा की ज्ञान दृष्टि पर परदा डालने वाली शक्ति।

आवरणशक्ति के प्रभाव से ज्ञानीजन भी नहीं बच पाते हैं।
आवरण शक्ति, आवरण-शक्ति, आवरणशक्ति