ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଫଗାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଫଗାନୀ   ବିଶେଷ୍ୟ

ଅର୍ଥ : ଆଫଗାନିସ୍ତାନର ନିବାସୀ

ଉଦାହରଣ : ବୋମା ବିସ୍ଫୋଟରେ ପଚାଶ ଆଫଗାନୀ ଆଘାତ ହୋଇଗଲେ

ସମକକ୍ଷ : ଆଫଗାନ

अफ़ग़ानिस्तान में रहनेवाला व्यक्ति।

बम विस्फोट में पचास अफ़ग़ानी घायल हो गए।
अफगान, अफगानी, अफ़ग़ान, अफ़ग़ानी, अफ़गान, अफ़गानी, आगा

A native or inhabitant of Afghanistan.

afghan, afghanistani

ଆଫଗାନୀ   ବିଶେଷଣ

ଅର୍ଥ : ଆଫଗାନିସ୍ଥାନ ସଂବନ୍ଧିତ ବା ଆଫଗାନିସ୍ଥାନର

ଉଦାହରଣ : ଆଫଗାନୀ ପଠାଣ ସର୍ବଦା ଶୁଖିଲା ଫଳ ବିକ୍ରି କରିବାପାଇଁ ଆସୁଥିଲେ

अफ़ग़ानिस्तान का या वहाँ के निवासी, भाषा, संस्कृति इत्यादि से संबंधित।

अफ़ग़ानी पठान अक्सर मेवा बेचने आया करते थे।
अफगान, अफगानी, अफ़ग़ान, अफ़ग़ानी, अफ़गान, अफ़गानी

Of or relating to or characteristic of Afghanistan or its people.

afghan, afghani, afghanistani

ଅର୍ଥ : ଆଫଗାନିସ୍ତାନରେ ରହିବା ବ୍ୟକ୍ତି

ଉଦାହରଣ : ଭାରତୀୟ ସୀମା ରକ୍ଷକମାନେ କିଛି ଆଫଗାନୀଲୋକଙ୍କୁ ସୀମା ପାର ହେବା ସମୟରେ ଧରିଲେ

ସମକକ୍ଷ : ଆଫଗାନ