ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଦାୟ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଦାୟ କରିବା   କ୍ରିୟାପଦ

ଅର୍ଥ : ଲୋକଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇ ଏକାଠି କରିବା

ଉଦାହରଣ : ରାଜସ୍ୱ ନିରୀକ୍ଷକ ଖଜଣା ଆଦାୟ କରୁଛନ୍ତି ଗୁଣ୍ଡାମାନେ ନିଜନିଜ ଅଂଚଳରେ ସାପ୍ତାହିକ ବଟି ଆଦାୟ କରନ୍ତି

ସମକକ୍ଷ : ଅସୁଲ କରିବା

लोगों से धन या और कोई वस्तु लेकर इकट्ठा करना।

पटवारी मालगुजारी वसूल रहा है।
पञ्चायत ने निर्धनों की सहायता के लिये चन्दा उगाहना आरम्भ कर दिया है।
उगहना, उगाहना, उग्रहना, उघाना, वसूल करना, वसूलना

Impose and collect.

Levy a fine.
impose, levy

ଅର୍ଥ : ଲୋକମାନଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇକରି ଏକାଠି କରିବା

ଉଦାହରଣ : ଜମିଦାର ଲୋକଙ୍କଠାରୁ କର ଆଦାୟ କଲେ

ସମକକ୍ଷ : ଅସୁଲ କରିବା

ଅର୍ଥ : ଅନ୍ୟଠାରୁ ନିଜର ଧନ ବା ବସ୍ତୁ ନେବା

ଉଦାହରଣ : ମହାଜନ ଆସାମୀମାନଙ୍କଠାରୁ ଦୁଇଗୁଣା ଆଦାୟ କରନ୍ତି

ସମକକ୍ଷ : ଅସୁଲ କରିବା

दूसरे से अपना धन या वस्तु लेना।

महाजन आसामियों से दुगुना वसूलता है।
वसूलना