ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତ୍ରେୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତ୍ରେୟୀ   ବିଶେଷ୍ୟ

ଅର୍ଥ : ଅତ୍ରି ଗୋତ୍ରର ସ୍ତ୍ରୀ

ଉଦାହରଣ : ଅପାଳା ମଧ୍ୟ ଜଣେ ଆତ୍ରେୟୀ ଥିଲେ

अत्रि गोत्र की स्त्री।

अपाला भी एक आत्रेयी थी।
आत्रेयी

ଅର୍ଥ : ବେଦାନ୍ତରେ ଭଲ ଜ୍ଞାନ ଲାଭ କରିଥିବା ଅତ୍ରି ବଂଶର ଜଣେ ତପସ୍ବିନୀ ସ୍ତ୍ରୀ

ଉଦାହରଣ : ଆତ୍ରେୟୀ ନିଜ ଜ୍ଞାନପାଇଁ ପ୍ରସିଦ୍ଧ ଥିଲେ

अत्रि वंश की एक तपस्विनी स्त्री जो वेदांत की अच्छी ज्ञाता थी।

आत्रेयी अपने ज्ञान के लिए प्रसिद्ध थी।
आत्रेयी