ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଙ୍ଗିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଙ୍ଗିକ   ବିଶେଷ୍ୟ

ଅର୍ଥ : ନାଟକରେ ଅଭିନୟର ଚାରିଭେଦ ମଧ୍ୟରୁ ଗୋଟିଏ

ଉଦାହରଣ : ନାୟିକା ଆଙ୍ଗିକ ଅଭିନୟରେ ଧୂରନ୍ଦର

ସମକକ୍ଷ : ଆଂଗିକ

नाटक के अभिनय के चार भेदों में से एक।

नायिका आंगिक में माहिर है।
आँगिक, आँगिक अभिनय, आंगिक, आंगिक अभिनय

ଅର୍ଥ : ରସରେ କାୟିକ ଅନୁଭାବ

ଉଦାହରଣ : ଉପହାର ପ୍ରଦାନରୁ ଆଙ୍ଗିକ ସମ୍ବନ୍ଧରେ ଘନିଷ୍ଠତା ବଢ଼େ

रस में काया के अनुभाव।

नायिका के आंगिक मनमोहक थे।
आँगिक, आंगिक, कायिक, कायिक अनुभाव

ଆଙ୍ଗିକ   ବିଶେଷଣ

ଅର୍ଥ : ଯାହା ଅଙ୍ଗସହ ସମ୍ବନ୍ଧିତ

ଉଦାହରଣ : ନାୟକ ନିଜର ଆଙ୍ଗିକ ଚାଳନାରେ ନିଜର ଭାବବ୍ୟକ୍ତ କରିଥାଏ

ସମକକ୍ଷ : ଅଙ୍ଗସମ୍ବନ୍ଧୀ, ଆଙ୍ଗ

जो अंग से संबंधित हो।

नायक अपनी आंगिक चेष्टाओं से अपने भाव व्यक्त करता है।
अंग संबंधी, अंग-संबंधी, अंगसंबंधी, अङ्ग सम्बन्धी, अङ्ग-सम्बन्धी, अङ्गसम्बन्धी, आँगिक, आंगिक