ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗ୍ନିଧ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗ୍ନିଧ୍ର   ବିଶେଷ୍ୟ

ଅର୍ଥ : ଯଜ୍ଞରେ ଅଗ୍ନିଙ୍କୁ ପ୍ରଜ୍ଜଳିତ କରୁଥିବା ବ୍ରାହ୍ମଣ

ଉଦାହରଣ : ସାଗ୍ନିକ ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ ପୂର୍ବକ ଯଜ୍ଞରେ ଅଗ୍ନି ପ୍ରଜ୍ଜଳିତ କଲେ

ସମକକ୍ଷ : ସାଗ୍ନିକ

यज्ञ में अग्नि प्रज्वलित करने वाला पुरोहित।

आग्नीध्र ने मंत्रोच्चार के साथ यज्ञ में अग्नि प्रज्वलित की।
आग्नीध्र

A person who performs religious duties and ceremonies in a non-Christian religion.

non-christian priest, priest

ଅର୍ଥ : ମନୁଙ୍କ ଦ୍ୱାଦଶ ପୁତ୍ରଙ୍କ ମଧ୍ୟରୁ ଜଣେ

ଉଦାହରଣ : ବିଷ୍ଣୁ ପୁରାଣରେ ଆଗ୍ନିଧ୍ରଙ୍କ ଉଲ୍ଲେଖ ରହିଛି

मनु के बारह पुत्रों में से एक।

विष्णु पुराण में आग्नीध्र का उल्लेख है।
आग्नीध्र

An imaginary being of myth or fable.

mythical being

ଅର୍ଥ : ଯଜ୍ଞରେ ଅଗ୍ନି ପ୍ରଜ୍ଜଳିତ କରିବା କାମ

ଉଦାହରଣ : ଆଗ୍ନିଧ୍ର ନିମନ୍ତେ ମନ୍ତ୍ରୋଚାରଣ ହେଉଛି

यज्ञ की अग्नि प्रज्विलित करने की क्रिया।

आग्नीध्र के लिए मंत्रोच्चारण हो रहा है।
आग्नीध्र

ଅର୍ଥ : ସ୍ୱାୟଂଭୁବମନୁଙ୍କ ପୁତ୍ର ପ୍ରିୟବ୍ରତଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣେ

ଉଦାହରଣ : ଭାଗବତ ପୁରାଣ ଅନୁସାରେ ଆଗ୍ନିଧ୍ର ଜମ୍ବୁଦ୍ୱୀପର ରାଜା ଥିଲେ

स्वायंभुवमनु के पुत्र प्रियव्रत के दस पुत्रों में से एक।

भागवत पुराण के अनुसार आग्नीध्र जम्बूद्वीप के राजा थे।
आग्नीध्र

An imaginary being of myth or fable.

mythical being