ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗନ୍ତୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗନ୍ତୁକ   ବିଶେଷ୍ୟ

ଅର୍ଥ : ପୂର୍ବରୁ ଆସିବାର ତିଥି, ସମୟଆଦି ନସୂଚାଇ ଅଚାନକ ଘରେ ଆସି ପହଞ୍ଚୁଥିବା କୌଣସି ପ୍ରିୟ ବା ସତ୍କାର ଯୋଗ୍ୟ ବ୍ୟକ୍ତି

ଉଦାହରଣ : ଅତିଥିମାନଙ୍କ ସତ୍କାର କରିବା ଆମର କର୍ତ୍ତବ୍ୟ କାରଣ ଅତିଥି ହିଁ ଦେବତା

ସମକକ୍ଷ : ଅତିଥି, ଅତିଥି-ଅଭ୍ୟାଗତ, ଅଭ୍ୟାଗତ, କୁଣିଆ

बिना पहले से तिथि, समय आदि की सूचना दिए हुए घर में अचानक या बताकर आ पहुँचने वाला कोई प्रिय अथवा सत्कार योग्य व्यक्ति।

अतिथियों का सम्मान करना हमारा कर्तव्य है क्योंकि अतिथि देवतुल्य होते हैं।
अतिथि, अभ्यागत, आगंतुक, आगत, आगन्तुक, पाहुन, पाहुना, प्राघूणिक, प्राघूर्ण, प्राघूर्णिक, मेहमान, संचारी, सञ्चारी, समागत

A visitor to whom hospitality is extended.

guest, invitee

ଅର୍ଥ : କୌଣସି ହୋଟେଲ,ପାନ୍ଥଶାଳା ଆଦିର ଗ୍ରାହକ

ଉଦାହରଣ : ଆମ ହୋଟେଲରେ ଅତିଥିମାନଙ୍କର ବିଶେଷ ଯତ୍ନ ନିଆଯାଏ

ସମକକ୍ଷ : ଅତିଥି

किसी होटल, सराय आदि का ग्राहक।

हमारे होटल में अतिथियों का विशेष ख्याल रखा जाता है।
अतिथि, आगंतुक, आगन्तुक

A customer of a hotel or restaurant etc..

guest

ଅର୍ଥ : ସାମନାକୁ ଆସୁଥିବା ବ୍ୟକ୍ତି

ଉଦାହରଣ : ଅଭ୍ୟାଗତ କିଛି ଚିହ୍ନାଚିହ୍ନା ଲାଗୁଛନ୍ତି

ସମକକ୍ଷ : ଅଭ୍ୟାଗତ

सामने आया हुआ व्यक्ति।

अभ्यागत कुछ जाना-पहचाना सा लगता है।
अभ्यागत, सम्मुखागत

ଆଗନ୍ତୁକ   ବିଶେଷଣ

ଅର୍ଥ : ହଠାତ କେଉଁଠୁ ଏପଟୁ କିମ୍ବା ସେପଟୁ ଆସିଥିବା ଲୋକ କିମ୍ବା ଭୁଲିଭାଲି ଆସିଥିବା ଲୋକ ବା ଯାହାର ବୁଲିବାର କୌଣସି ନିଶ୍ଚିତ ଉଦ୍ଦେଶ୍ୟ ବା ନିଶ୍ଚିତ ଦିଗ ନଥାଏ

ଉଦାହରଣ : ଆଶ୍ରମରେ ଆଗନ୍ତୁକ ଜୀବଙ୍କର ଭଲ ଭାବରେ ଦେଖାଶୁଣା କରାଯାଏ

ସମକକ୍ଷ : ଆସିଥିବା

अचानक ही कहीं इधर-उधर से या भूल-भटककर आने वाला या जिसके घूमने का कोई निश्चित उद्देश्य या निश्चित दिशा न हो।

आश्रम में आगंतुक जीवों की अच्छी तरह से देख-भाल की जाती है।
आगंतुक, आगन्तुक, आया, आया हुआ

ଅର୍ଥ : ଉପସ୍ଥିତ ହେଉଥିବା

ଉଦାହରଣ : ଆଗନ୍ତୁକ ବ୍ୟକ୍ତିମାନଙ୍କ ତଲାସି ନିଶ୍ଚୟ ହେବା ଉଚିତ

ସମକକ୍ଷ : ଅଭିମୁଖ, ଆଗମନ ହେଉଥିବା, ଆସି ପହଞ୍ଚୁଥିବା, ଉପସ୍ଥିତ ହେଉଥିବା

ଅର୍ଥ : କେଉଁଠାରୁ ଆସିବା ବ୍ୟକ୍ତି

ଉଦାହରଣ : ଆଗନ୍ତୁକ ଋଷିଙ୍କ ସେବାରେ ଦ୍ରୌପଦୀ ଲାଗି ଗଲେ

ସମକକ୍ଷ : ଆଗଂତୁକ

कहीं से आने वाला।

आगंतुक ऋषि की सेवा में द्रौपदी जुट गई।
आगंतुक, आगन्तुक, आगमनशील