ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତିଥି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତିଥି   ବିଶେଷ୍ୟ

ଅର୍ଥ : ପୂର୍ବରୁ ଆସିବାର ତିଥି, ସମୟଆଦି ନସୂଚାଇ ଅଚାନକ ଘରେ ଆସି ପହଞ୍ଚୁଥିବା କୌଣସି ପ୍ରିୟ ବା ସତ୍କାର ଯୋଗ୍ୟ ବ୍ୟକ୍ତି

ଉଦାହରଣ : ଅତିଥିମାନଙ୍କ ସତ୍କାର କରିବା ଆମର କର୍ତ୍ତବ୍ୟ କାରଣ ଅତିଥି ହିଁ ଦେବତା

ସମକକ୍ଷ : ଅତିଥି-ଅଭ୍ୟାଗତ, ଅଭ୍ୟାଗତ, ଆଗନ୍ତୁକ, କୁଣିଆ

बिना पहले से तिथि, समय आदि की सूचना दिए हुए घर में अचानक या बताकर आ पहुँचने वाला कोई प्रिय अथवा सत्कार योग्य व्यक्ति।

अतिथियों का सम्मान करना हमारा कर्तव्य है क्योंकि अतिथि देवतुल्य होते हैं।
अतिथि, अभ्यागत, आगंतुक, आगत, आगन्तुक, पाहुन, पाहुना, प्राघूणिक, प्राघूर्ण, प्राघूर्णिक, मेहमान, संचारी, सञ्चारी, समागत

A visitor to whom hospitality is extended.

guest, invitee

ଅର୍ଥ : କୌଣସି ହୋଟେଲ,ପାନ୍ଥଶାଳା ଆଦିର ଗ୍ରାହକ

ଉଦାହରଣ : ଆମ ହୋଟେଲରେ ଅତିଥିମାନଙ୍କର ବିଶେଷ ଯତ୍ନ ନିଆଯାଏ

ସମକକ୍ଷ : ଆଗନ୍ତୁକ

किसी होटल, सराय आदि का ग्राहक।

हमारे होटल में अतिथियों का विशेष ख्याल रखा जाता है।
अतिथि, आगंतुक, आगन्तुक

A customer of a hotel or restaurant etc..

guest