ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକ୍ରମଣକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକ୍ରମଣକାରୀ   ବିଶେଷ୍ୟ

ଅର୍ଥ : ଆକ୍ରମଣ କରିବା ବ୍ୟକ୍ତି

ଉଦାହରଣ : ଅତୀତରେ ଭାରତରେ ଅନେକ ବିଦେଶୀ ଆକ୍ରମଣକାରୀ ଶାସନ ଚଳାଇଥିଲେ

ସମକକ୍ଷ : ଆକ୍ରମଣ କର୍ତ୍ତା

आक्रमण करने वाला व्यक्ति।

भारतीय वैभव एवं सम्पन्नता ने सदैव ही असभ्य आक्रान्ताओं को आकर्षित किया है।
अभिसारी, आक्रमण कर्ता, आक्रमण कर्त्ता, आक्रमणकारी, आक्रांता, आक्रान्ता, आक्रामक, आस्कंदी, आस्कन्दी, हमलावर

Someone who attacks.

aggressor, assailant, assaulter, attacker

ଅର୍ଥ : ଆକ୍ରମଣ କରୁଥିବା ବ୍ୟକ୍ତି

ଉଦାହରଣ : ସିପାହୀମାନେ ଦୁଇଜଣ ଆକ୍ରମଣକାରୀଙ୍କୁ ଧରିନେଲେ

हमला करने वाला व्यक्ति।

सिपाहियों ने दौड़ाकर दो हमलावरों को पकड़ लिया।
हमलावर

Someone who attacks.

aggressor, assailant, assaulter, attacker

ଆକ୍ରମଣକାରୀ   ବିଶେଷଣ

ଅର୍ଥ : ଯିଏ ଆକ୍ରମଣ କରେ

ଉଦାହରଣ : ଆକ୍ରମଣକାରୀ ସୈନିକମାନେ ଦୁର୍ଗକୁ ଦଖଲ କରିନେଲେ

ସମକକ୍ଷ : ଆକ୍ରମକ, ଆକ୍ରମଣକର୍ତ୍ତା

जो आक्रमण करे या आक्रमण करनेवाला या आक्रमण को तत्पर।

आक्रमणकारी सैनिकों ने किले पर कब्ज़ा कर लिया।
अभिधावक, अभिसारी, आक्रमण कर्ता, आक्रमण कर्त्ता, आक्रमणकारी, आक्रांता, आक्रान्ता, आक्रामक, आक्रामकतापूर्ण, आस्कंदी, आस्कन्दी, हमलावर

Characteristic of an enemy or one eager to fight.

Aggressive acts against another country.
A belligerent tone.
aggressive, belligerent