ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଉଁଷିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଉଁଷିବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ବା ଶରୀରର ଅଙ୍ଗ ଉପରେ ଧୀରେ ଧୀରେ ହାତ ବୁଲେଇବା

ଉଦାହରଣ : ମାଆ ସ୍ନେହଁରେ ପିଲାର ପିଠି ଆଉଁଷୁଛନ୍ତି

ସମକକ୍ଷ : କୋମଳ ଲଘୁସ୍ପର୍ଶ ଦେବା, ଥାପୁଡ଼ିବା, ସାଉଁଳିବା

किसी वस्तु या शरीर के अंग आदि पर धीरे-धीरे हाथ फेरना।

माँ अपने बच्चे की पीठ सहला रही है।
सहलाना, सुहराना, सुहलाना, सोहराना