ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅୟୁତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅୟୁତ   ବିଶେଷ୍ୟ

ଅର୍ଥ : ଅଙ୍କର ସ୍ଥାନ ଗଣତିରେ ଏକକ ଆଡ଼ୁ ଗଣିଲାପରେ ପଞ୍ଚମସ୍ଥାନ ଯେଉଁଠି ଦଶ ହଜାର ଗୁଣିତ ହୋଇଥିବାର ମନେ ହୁଏ

ଉଦାହରଣ : ପଚିଶ ହଜାରରେ ଦୁଇ ଅୟୁତ ସ୍ଥାନରେ ଅଛି

ସମକକ୍ଷ : ଦଶହଜାର, ୧୦୦୦୦

अंकों के स्थानों की गिनती में इकाई की ओर से गिनने पर पाँचवाँ स्थान जिसमें दस हज़ार गुणित का बोध होता है।

पचीस हज़ार में दो दस हज़ार के स्थान पर है।
10000, अयुत, दस हज़ार, दस हजार, १००००