ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ପୃଶ୍ୟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ପୃଶ୍ୟତା   ବିଶେଷ୍ୟ

ଅର୍ଥ : ଅସ୍ପୃଶ୍ୟ ବା ଅଛୁଆଁ ହେବାର ଅବସ୍ଥା ବା ଭାବ

ଉଦାହରଣ : ଅସ୍ପୃଶ୍ୟତା ସମାଜର ଏକତାରେ ବାଧା ଦିଏ

अस्पृश्य या अछूत होने की अवस्था या भाव।

अस्पृश्यता समाज की एकता में बाधक है।
अस्पृश्यता, छूत

ଅର୍ଥ : ଧାର୍ମିକ ଏବଂ ସାମାଜିକ ଦୃଷ୍ଟିରେ କୌଣସି ଅସ୍ପୃଶ୍ୟକୁ ନ ଛୁଇଁବାର ବିଚାର ବା ଭାବ

ଉଦାହରଣ : ବ୍ରାହ୍ମଣ ଅସ୍ପୃଶ୍ୟତା ତ୍ୟାଗକରି ତାକୁ କୁଣ୍ଢେଇ ପକାଇଲେ

धार्मिक और सामाजिक दृष्टियों से किसी अस्पृश्य को न छूने का विचार या भाव।

ब्राह्मण ने अस्पृश्यता त्यागकर उसे गले से लगा लिया।
अस्पृश्यता, छुआछूत