ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ଥାୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ଥାୟୀ   ବିଶେଷଣ

ଅର୍ଥ : କାମ ଚଳାଇବା ଉଦ୍ଦେଶ୍ୟରେ ଯାହାକୁ କୌଣସି ବ୍ୟକ୍ତି ସ୍ଥାନରେ କିଛି ସମୟ ପାଇଁ ରଖାଯାଇଛି

ଉଦାହରଣ : ଏହି କାର୍ଯ୍ୟାଳୟରେ ମହେଶକୁ ଛାଡ଼ି ବାକି ସମସ୍ତେ ଅସ୍ଥାୟୀ କର୍ମଚାରୀ

जो किसी के स्थान पर उसका काम चलाने के उद्देश्य से कुछ समय के लिए रखा गया हो।

इस कार्यालय में महेश को छोड़कर बाकी सभी अस्थायी हैं।
अस्थाई, अस्थायी

ଅର୍ଥ : ଯାହା କିଛି ଦିନରୁ ଅଛି ବା କିଛି ଦିନ ରହେ

ଉଦାହରଣ : ଜୀବନରେ ସୁଖ କ୍ଷଣିକ

ସମକକ୍ଷ : ଅଳ୍ପ କାଳୀନ, କ୍ଷଣଭଙ୍ଗୁର, କ୍ଷଣିକ

ଅର୍ଥ : ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା

ଉଦାହରଣ : ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି

ସମକକ୍ଷ : ଯାଯାବର

एक स्थान पर जमकर न रहने वाला।

योगेन्द्र यहाँ टिकनेवाला नहीं, वह एक उठल्लू व्यक्ति है।
उठल्लू

Continually changing especially as from one abode or occupation to another.

A drifting double-dealer.
The floating population.
Vagrant hippies of the sixties.
aimless, drifting, floating, vagabond, vagrant