ଅର୍ଥ : ଅସ୍ତ୍ର ରହୁଥିବା ସ୍ଥାନ
ଉଦାହରଣ :
ଏହି ସମୟରେ ଅସ୍ତ୍ରାଗାରରେ ଯୁଦ୍ଧପାଇଁ ପର୍ଯ୍ୟାପ୍ତ ଅସ୍ତ୍ର ନାହିଁ
ସମକକ୍ଷ : ଅସ୍ତ୍ରଶାଳା, ହତିଆର ଘର
ଅର୍ଥ : ଶସ୍ତ୍ର ରଖିବା ସ୍ଥାନ
ଉଦାହରଣ :
ଏହି ଶସ୍ତ୍ରାଗାର ଗୁଳି, ବାରୁଦ ଆଦିରେ ଭରିରହିଛି
ସମକକ୍ଷ : ଆୟୁଧାଗାର, ଶାସ୍ତ୍ରାଗାର