ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧର୍ମଗ୍ରନ୍ଥରେ ସ୍ୱୀକୃତ ଯେଉଁ ଦୁଷ୍ଟାତ୍ମାମାନେ ଧର୍ମ ବିରୋଧୀକାର୍ଯ୍ୟ କରନ୍ତି ତଥା ଦେବତା ଓ ଋଷିମାନଙ୍କ ଶତ୍ରୁ ହୋଇଥାନ୍ତି
ଉଦାହରଣ : ପୁରାତନ କାଳରେ ରାକ୍ଷସମାନଙ୍କ ଡରରେ ଧର୍ମକାର୍ଯ୍ୟ କରିବା କଠିନ ହୋଇ ପଡ଼ୁଥିଲା
ସମକକ୍ଷ : ଦତିସୁତ, ଦାନବ, ଦୈତ୍ୟ, ରାକ୍ଷସ
धर्म-ग्रंथों में मान्य वे दुष्ट आत्माएँ जो धर्म विरोधी कार्य करती हैं तथा देवताओं, ऋषियों आदि की शत्रु हैं।
ଅର୍ଥ : ବୈଦଶାସ୍ତ୍ରାନୁସାରେ ଗୋଟିଏ ପ୍ରକାର ପ୍ରମାଦ ରୋଗ
ଉଦାହରଣ : ଅସୁର ରୋଗରେ ରୋଗୀର ପରିଶ୍ରା ଆସେନାହିଁ ଏବଂ ସେ ଅକଥାକଥା ବକିଥାଏ
वैद्यक के अनुसार एक प्रकार का प्रमाद रोग।
ଅର୍ଥ : କ୍ରୁର, ଅତ୍ୟାଚାରୀ ଏବଂ ପାପୀ ବ୍ୟକ୍ତି
ଉଦାହରଣ : କିଛି ଅସୁର ମିଶି ନିର୍ଦ୍ଦୋଷ ଗ୍ରାମବାସୀମାନଙ୍କୁ ମୃତ୍ୟୁ ଘାଟକୁ ଠେଲି ଦେଲେ
ସମକକ୍ଷ : ଅମଣିଷ, ଦାନବ, ଦୈତ୍ୟ, ରାକ୍ଷସ
क्रूर,अत्याचारी और पापी व्यक्ति।
A cruel wicked and inhuman person.
ସଂସ୍ଥାପନ କରନ୍ତୁ