ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସିପତ୍ର ବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସିପତ୍ର ବନ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ନର୍କ ଯେଉଁଥିରେ ବେଦ ଦର୍ଶିତ ମାର୍ଗ ତ୍ୟାଗ କରି ପାପର ଆଶ୍ରୟ ନେଇଥିବା ମନୁଷ୍ୟକୁ ଚାବୁକରେ ଆଘାତ କରାଯାଏ ଏବଂ ଦୁଇ ଧାର ଥିବା ଖଣ୍ଡାରେ ତାର ଶରୀରକୁ ଛେଦନ କରାଯାଏ

ଉଦାହରଣ : ଅସିପତ୍ର ବନ ଦୁଇହଜାର ଯୋଜନ ବିସ୍ତାର ହୋଇଛି

ସମକକ୍ଷ : ଅସିପତ୍ର ନରକ, ଅସିପତ୍ର ବନ ନରକ

एक प्रकार का नरक जिसमें वेदों के बताए गए मार्ग से हट कर पाखण्ड का आश्रय लेने वाले मनुष्य को कोड़ों से मारा जाता है और दुधारी तलवार की तरह धारदार पत्तियों से उसके शरीर को छेदा जाता है।

असिपत्र-वन का विस्तार दो हजार योजन का है।
असिपत्र, असिपत्र नरक, असिपत्र-वन, असिपत्र-वन नरक