ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସଲରୂପ ପ୍ରକାଶ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଗୁପ୍ତ ବା ଗୂଢ଼ କଥା ପ୍ରକାଶ ହେବା

ଉଦାହରଣ : ତାଙ୍କର ରହସ୍ୟ ଖୋଲିଗଲାଘୋଟାଲାରେ ସଂପୃକ୍ତ ସବୁ ଲୋକଙ୍କର ମୁଖା ଖୋଲିଗଲା

ସମକକ୍ଷ : ଉନ୍ମୋଚିତ ହେବା, ପଦାକୁ ବାହାରିବା, ପରଦା ହଟିବା, ମୁଖା ଖୋଲିବା, ରହସ୍ୟ ଖୋଲିବା