ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସମାପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସମାପ୍ତି   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ବା ଅଧା ରହିବାର ଅବସ୍ଥା

ଉଦାହରଣ : ଏହି କାର୍ଯ୍ୟର ଅସମ୍ପୂର୍ଣ୍ଣତା କାରଣରୁ ଅନ୍ୟ କାର୍ଯ୍ୟ ପ୍ରଭାବିତ ହେଉଛି

ସମକକ୍ଷ : ଅସମ୍ପୂର୍ଣ୍ଣତା

अपूर्ण या अधूरा होने की अवस्था।

इस कार्य की अपूर्णता के कारण अन्य कार्य प्रभावित हो रहे हैं।
खाद्यान्न की अपूर्णता के कारण लोग भूखे मर रहे हैं।
अधूरापन, अपूर्णता, असमाप्ति, असिद्धि

The state of being crude and incomplete and imperfect.

The study was criticized for incompleteness of data but it stimulated further research.
The rawness of his diary made it unpublishable.
incompleteness, rawness

ଅର୍ଥ : ସମାପ୍ତ ବା ଶେଷ ନହେବାର ଅବସ୍ଥା ବା ଭାବ

ଉଦାହରଣ : ଧନର ଅପର୍ଯ୍ୟାପ୍ତତା ପରେ ବି ଲାଳସା ଗଲା ନାହିଁ

ସମକକ୍ଷ : ଅପର୍ଯ୍ୟାପ୍ତତା

समाप्त या खत्म न होने की अवस्था या भाव।

धन की असमाप्ति के बाद भी लालच नहीं गया।
असमाप्ति