ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶ୍ୱିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶ୍ୱିନୀ   ବିଶେଷ୍ୟ

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ଅଶ୍ୱିନୀ ନକ୍ଷତ୍ରରେ ଥାଆନ୍ତି

ଉଦାହରଣ : ମୋ ପୁତୁରାର ଜନ୍ମ ଅଶ୍ୱିନୀ ନକ୍ଷତ୍ରରେ ହୋଇଛି

ସମକକ୍ଷ : ଅଶ୍ୱିନୀ ନକ୍ଷତ୍ର

वह समय जब चन्द्रमा अश्विनी नक्षत्र में होता है।

मेरे भतीजे का जन्म अश्विनी नक्षत्र में हुआ है।
अशुन, अश्विनी, अश्विनी नक्षत्र, असनी, अस्विनी

ଅର୍ଥ : ଚନ୍ଦ୍ରର ମାର୍ଗରେ ପଡ଼ୁଥିବା ପ୍ରଥମ ନକ୍ଷତ୍ର

ଉଦାହରଣ : ଅଶ୍ୱିନୀ ନକ୍ଷତ୍ର ପରେ ଭରଣୀ ନକ୍ଷତ୍ର ଆସେ

ସମକକ୍ଷ : ଅଶ୍ୱିନୀ ନକ୍ଷତ୍ର

चन्द्रमा के मार्ग में पड़नेवाला पहला नक्षत्र।

अश्विनी नक्षत्र के बाद भरणी नक्षत्र आता है।
अश्विनी, अश्विनी नक्षत्र, असनी, अस्विनी