ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶ୍ୱିନୀ ନକ୍ଷତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ଅଶ୍ୱିନୀ ନକ୍ଷତ୍ରରେ ଥାଆନ୍ତି

ଉଦାହରଣ : ମୋ ପୁତୁରାର ଜନ୍ମ ଅଶ୍ୱିନୀ ନକ୍ଷତ୍ରରେ ହୋଇଛି

ସମକକ୍ଷ : ଅଶ୍ୱିନୀ

वह समय जब चन्द्रमा अश्विनी नक्षत्र में होता है।

मेरे भतीजे का जन्म अश्विनी नक्षत्र में हुआ है।
अशुन, अश्विनी, अश्विनी नक्षत्र, असनी, अस्विनी

ଅର୍ଥ : ଚନ୍ଦ୍ରର ମାର୍ଗରେ ପଡ଼ୁଥିବା ପ୍ରଥମ ନକ୍ଷତ୍ର

ଉଦାହରଣ : ଅଶ୍ୱିନୀ ନକ୍ଷତ୍ର ପରେ ଭରଣୀ ନକ୍ଷତ୍ର ଆସେ

ସମକକ୍ଷ : ଅଶ୍ୱିନୀ

चन्द्रमा के मार्ग में पड़नेवाला पहला नक्षत्र।

अश्विनी नक्षत्र के बाद भरणी नक्षत्र आता है।
अश्विनी, अश्विनी नक्षत्र, असनी, अस्विनी