ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶ୍ୱତ୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶ୍ୱତ୍ଥ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରସିଦ୍ଧ ବଡ଼ ଗଛ ଯାହା ହିନ୍ଦୁ ତଥା ବୌଦ୍ଧମାନେ ବଡ଼ ପବିତ୍ର ମାନନ୍ତି

ଉଦାହରଣ : ସେ ସକାଳେ ଗାଧୋଇକରି ଅଶ୍ୱତ୍ଥ ଗଛରେ ପାଣି ଦିଅନ୍ତି

ଅର୍ଥ : ବରଗଛ ଭଳି ଏକ ବଡ଼ ବୃକ୍ଷ ଯାହା ସମଗ୍ର ଭାରତରେ ଦେଖାଯାଏ

ଉଦାହରଣ : ମାଙ୍କଡ଼ ଅଶ୍ୱତ୍ଥ ଗଛରେ ବସି ତା ଫଳ ଖାଉଛି

बरगद की तरह का एक बड़ा पेड़ जो सारे भारत में पाया जाता है।

बंदर पाकड़ पर बैठकर उसके गोदे खा रहा है।
जटि, जटी, ताम्रपाकी, नीलरूपक, पर्कटि, पर्कटी, पाकड़, पाकर, प्लक्ष, यवफल, यूपक, वरोह-साखी, वानीर, सुपार्श्व, ह्रस्वपर्ण

Any moraceous tree of the tropical genus Ficus. Produces a closed pear-shaped receptacle that becomes fleshy and edible when mature.

fig tree