ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶୋକ ସ୍ତମ୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶୋକ ସ୍ତମ୍ଭ   ବିଶେଷ୍ୟ

ଅର୍ଥ : ମୌର୍ଯ୍ୟବଂଶୀ ଚକ୍ରବର୍ତ୍ତୀ ସମ୍ରାଟ ଅଶୋକଙ୍କ ଦ୍ବାରା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ତିଆରି କରାଯାଇଥିବା ସ୍ତମ୍ଭ

ଉଦାହରଣ : ଦିଲ୍ଲୀର ମହରୌଲୀ ଅଞ୍ଚଳରେ କୁତବ୍‌ ମୀନାର ପାଖରେ ଗୋଟିଏ ଅଶୋକ ସ୍ତମ୍ଭ ଅଛି

मौर्य वंशी चक्रवर्ती सम्राट अशोक द्वारा ईसवी पूर्व तीसरी सदी में बनवाए गए स्तंभ।

हम दिल्ली के अशोक-स्तंभ को देखने गए थे।
अशोक स्तंभ, अशोक स्तम्भ, अशोक-स्तंभ, अशोक-स्तम्भ, अशोकस्तंभ, अशोकस्तम्भ

A vertical cylindrical structure standing alone and not supporting anything (such as a monument).

column, pillar