ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳ୍ପ ସମୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳ୍ପ ସମୟ   ବିଶେଷ୍ୟ

ଅର୍ଥ : ବହୁତ କମ୍‌ ସମୟ

ଉଦାହରଣ : ସ୍ୱାମୀ ବିବେକାନନ୍ଦ ଅଳ୍ପସମୟରେ ହିଁ ପ୍ରସିଦ୍ଧ ହୋଇଗଲେ

ସମକକ୍ଷ : ଅଳ୍ପକାଳ, କମ୍‌ ସମୟ

बहुत थोड़ा समय।

स्वामी विवेकानंद अल्पकाल में ही प्रसिद्ध हो गये।
अल्प काल, अल्पकाल, अल्पमात्र, कम समय

A short time.

Bide a wee.
wee

ଅଳ୍ପ ସମୟ   କ୍ରିୟା ବିଶେଷଣ

ଅର୍ଥ : ବହୁତ କମ୍‌ ସମୟପାଇଁ

ଉଦାହରଣ : ମା ଭାଇକୁ ଅଳ୍ପ ସମପାଇଁ ମଧ୍ୟ ଏକାକୀ ଛାଡ଼ନ୍ତିନାହିଁ

ସମକକ୍ଷ : ନିମିଷ ମାତ୍ର

बहुत कम समय के लिए।

माँ भैया को पलभर भी अकेला नहीं छोड़तीं।
निमिष-मात्र, निमेष-मात्र, पल-भर, पलभर

For an instant or moment.

We paused momentarily before proceeding.
A cardinal perched momently on the dogwood branch.
momentarily, momently