ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲ୍ଟଶାଇମର୍ଜ ରୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ରୋଗରେ ବୟସ ବୃଦ୍ଧି ସହିତ ସ୍ମରଣ-ଶକ୍ତି ହ୍ରାସ ପାଇଯାଏ

ଉଦାହରଣ : ଅଲ୍ଟଶାଇମର୍ଜ ରୋଗରେ ସର୍ବପ୍ରଥମେ ମସ୍ତିଷ୍କର କେତେକ କୋଷିକା ପ୍ରଭାବିତ ହୁଅନ୍ତି

ସମକକ୍ଷ : ଅଲ୍ଟଶାଇମର୍ଜ

वह रोग जिसमें बढ़ती उम्र के साथ स्मरण-शक्ति खो जाती है।

अल्ज़ाइमर में सर्वप्रथम मस्तिष्क की कोई कोशिका प्रभावित होती है।
अल्ज़ाइमर, अल्ज़ाइमर रोग, अल्जाइमर, अल्जाइमर रोग

A progressive form of presenile dementia that is similar to senile dementia except that it usually starts in the 40s or 50s. First symptoms are impaired memory which is followed by impaired thought and speech and finally complete helplessness.

alzheimer's, alzheimer's disease, alzheimers