ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲୋଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲୋଡ଼ା   ବିଶେଷଣ

ଅର୍ଥ : ଯାହା ବ୍ୟବହାର କରାଯାଏ ନାହିଁ

ଉଦାହରଣ : ସେ ଅବ୍ୟବହୃତ ବସ୍ତୁଗୁଡ଼ିକୁ ଗରୀବମାନଙ୍କୁ ବାଣ୍ଟିଦେଲେ

ସମକକ୍ଷ : ଅନୁପଭୁକ୍ତ, ଅବ୍ୟବହୃତ

जो व्यवहार में न लाया गया हो।

उसने कोरी वस्तुओं को ग़रीबों में बाँट दिया।
अनुपभुक्त, अपरामृष्ट, अप्रयुक्त, अभुक्त, अव्यवहृत, कोरा, नाइस्तमालशुदा, नाइस्तेमालशुदा

Not yet used or soiled.

A fresh shirt.
A fresh sheet of paper.
An unused envelope.
fresh, unused

ଅର୍ଥ : ଯାହା ଇଚ୍ଛା କରାଯାଇ ନାହିଁ ବା ଯାହା ଇଚ୍ଛିତ ନୁହେଁ

ଉଦାହରଣ : ବେଳେବେଳେ କୌଣସି ଅଲୋଡ଼ା ବସ୍ତୁର ପ୍ରାପ୍ତି ସୁଖଦାୟକ ହୋଇଥାଏ

ସମକକ୍ଷ : ଅନପେକ୍ଷିତ, ଅନିଚ୍ଛିତ, ଅବାଞ୍ଛିତ

जिसकी इच्छा न की गई हो या जो इच्छित न हो।

कभी-कभी किसी अनचाही वस्तु की प्राप्ति सुखदायक होती है।
अचाहा, अनचाहत, अनचाहा, अनचीत, अनचीता, अनपेक्षित, अनभिलषित, अनिच्छित, अनिष्ट, अनीठ, अनीप्सित, अमनोरथ, अवांछित