ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲିମ୍ପିକ ଖେଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲିମ୍ପିକ ଖେଳ   ବିଶେଷ୍ୟ

ଅର୍ଥ : ଜୀଅସ ଦେବତାଙ୍କ ସମ୍ମାନରେ ଅଲିମ୍ପିଆରେ ପାଳନ କରାଯାଉଥିବା ଏକ ପ୍ରାଚୀନ ଗ୍ରୀକ ଉତ୍ସବ

ଉଦାହରଣ : ଅଲିମ୍ପିକ ଖେଳ ଖ୍ରୀଷ୍ଟପୂର୍ବ ୭୭୬ରେ ଆରମ୍ଭ ହୋଇଥିଲା ଓ ଏହା ପ୍ରତି ଚାରିବର୍ଷରେ ଆୟୋଜନ କରାଯାଏ

ସମକକ୍ଷ : ଅଲିମ୍ପିକ

ज़ूस देव के सम्मान में ओलम्पिया में मनाया जाने वाला एक प्राचीन यूनानी उत्सव।

ओलंपिक खेल ७७६ ईसवी पूर्व में प्रारंभ हुआ और यह हर चार साल में मनाया जाता है।
ओलंपिक खेल, ओलम्पिक खेल

ଅର୍ଥ : ପ୍ରତି ଚାରିବର୍ଷରେ ବଛାଯାଇଥିବା କୌଣସି ସହରରେ ହେଉଥିବା ଏକ ଅନ୍ତରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା

ଉଦାହରଣ : ଆସନ୍ତା ବର୍ଷ ଅଲିମ୍ପିକ ଖେଳ ଚୀନରେ ହେବ

ସମକକ୍ଷ : ଅଲିମ୍ପିକ

हर चार साल में किसी चुनिन्दा शहर में होने वाली एक अंतर्राष्ट्रीय खेल प्रतियोगिता।

अगले वर्ष ओलंपिक खेल चीन में होने वाले हैं।
ओलंपिक, ओलंपिक खेल, ओलंपियाड, ओलम्पिक, ओलम्पिक खेल, ओलम्पियाड, ओलिंपिक, ओलिम्पिक

The modern revival of the ancient games held once every 4 years in a selected country.

olympiad, olympic games, olympics