ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଥାନ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥାନ୍ତର   ବିଶେଷ୍ୟ

ଅର୍ଥ : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ

ଉଦାହରଣ : ପ୍ରତିବାଦୀ ଅର୍ଥାନ୍ତର ପ୍ରତି ଧ୍ୟାନ ଆକର୍ଷଣ କଲେ

ସମକକ୍ଷ : ଅର୍ଥାଂତର

न्याय में एक प्रकार का निग्रहस्थान।

प्रतिवादी ने अर्थांतर की ओर ध्यान आकर्षित किया।
अर्थांतर, अर्थान्तर

ଅର୍ଥ : ଅନ୍ୟ ଉଦ୍ଦ୍ୟେଶ୍ୟ ବା ତାତ୍ପର୍ଯ୍ୟ

ଉଦାହରଣ : ଆପଣ କଣ ଏହାର ଅର୍ଥାନ୍ତର ସ୍ପଷ୍ଟ କରିବେ

दूसरा आशय या तात्पर्य।

शिक्षक कविता का अर्थांतर स्पष्ट कर रहे थे।
अर्थांतर, अर्थान्तर