ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଥବ୍ୟବସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥବ୍ୟବସ୍ଥା   ବିଶେଷ୍ୟ

ଅର୍ଥ : ପୁଞ୍ଜି ବ୍ୟବସ୍ଥାର ବ୍ୟାପାରିକ ଗତିବିଧି

ଉଦାହରଣ : ଦେଶର ଅର୍ଥବ୍ୟବସ୍ଥା ଅସ୍ଥିର ଅଛି

ସମକକ୍ଷ : ବିତ୍ତବ୍ୟବସ୍ଥା

पूँजी व्यवस्था की व्यापारिक गतिविधि।

देश की अर्थव्यवस्था चरमरा रही है।
अर्थ व्यवस्था, अर्थ-व्यवस्था, अर्थव्यवस्था, आर्थिक प्रबंध, इकानमी, इकॉनमी, ईकानमी, ईकॉनमी, वित्त व्यवस्था

The commercial activity of providing funds and capital.

finance

ଅର୍ଥ : ଜନତାଙ୍କ ଅଧିକାରର ସୁରକ୍ଷାପାଇଁ ରାଜ୍ୟ ଅବା ଦେଶରେ ପ୍ରଣୟନ ହୋଇଥିବା ଆଇନକାନୁନ ବ୍ୟବସ୍ଥା

ଉଦାହରଣ : ଅର୍ଥବ୍ୟବସ୍ଥାରେ ସଂଶୋଧନର ଆବଶ୍ୟକତା ରହିଛି

ସମକକ୍ଷ : ଅର୍ଥବିଧି

जनता के अधिकारों की रक्षा के निमित्त राज्य या देश की ओर से बनाया गया कानून या विधि।

अर्थ-विधि में संशोधन की आवश्यकता है।
अर्थ विधि, अर्थ-विधि, अर्थविधि

The body of laws established by a state or nation for its own regulation.

civil law