ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଥଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥଗତ   ବିଶେଷଣ

ଅର୍ଥ : ଅର୍ଥ ବିଭାଗସହ ସମ୍ବନ୍ଧ ରଖୁଥିବା

ଉଦାହରଣ : ମନ୍ତ୍ରୀମାନେ ଅର୍ଥମୂଳକ ସମସ୍ୟାଗୁଡ଼ିକର ସମାଧାନ ଖୋଜୁଛନ୍ତି

ସମକକ୍ଷ : ଅର୍ଥମୂଳକ

अर्थ विभाग से संबंध रखने वाला।

मंत्रीगण अर्थमूलक समस्याओं का समाधान ढूँढ रहे हैं।
अर्थमूलक, अर्थसंबंधी

ଅର୍ଥ : ଭାଷାରେ ଯାହା ଅର୍ଥ ଅଧ୍ୟୟନ ବା ଅର୍ଥ ସହିତ ସମ୍ବନ୍ଧିତ

ଉଦାହରଣ : ଅଧିବାଚୀ ଏକ ଅର୍ଥଗତ ସମ୍ବନ୍ଧ

जो भाषा में अर्थ के अध्ययन या अर्थ से संबंधित हो।

अधिवाची एक अर्थगत संबंध है।
अर्थ-संबंधी, अर्थगत, अर्थीय

Of or relating to meaning or the study of meaning.

Semantic analysis.
semantic