ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଗଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଗଳ   ବିଶେଷ୍ୟ

ଅର୍ଥ : ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଦୃଶ୍ୟମାନ ବାଦଲ

ଉଦାହରଣ : ଅର୍ଗଳରେ ଲୁଚି ଯାଉଥିବା ସୂର୍ଯ୍ୟଙ୍କ ଲାଲିମା ଚାରିଦିଗକୁ ବିଛୁରିତ ହୋଇ ପଡ଼ିଛି

सूर्योदय और सूर्यास्त के समय दिखाई देनेवाले बादल।

अर्गल में छिपते सूर्य की लाली चारों तरफ फैल गई है।
अर्गल

ଅର୍ଥ : କବାଟ ବନ୍ଦ କରିବାପରେ ଲଗାଯାଉଥିବା ଆଡ଼ିକାଠ

ଉଦାହରଣ : ବଳଦ ଅର୍ଗଳ ଭାଙ୍ଗି ଘର ଭିତରକୁ ପଶିଗଲା

ସମକକ୍ଷ : କିଳଣି, କିଳିଣି

वह लकड़ी जो किवाड़ बंद करने के बाद आड़ी लगाई जाती है।

बैल अरगल तोड़कर घर के अंदर घुस गया।
अगरी, अरगत, अरगल, अर्गल, अर्गला, अर्गलिका, आगर, आगल, गज, वर्कट, व्योंड़ा, व्यौड़ा

Catch for fastening a door or gate. A bar that can be lowered or slid into a groove.

latch