ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରୁଆ ଚାଉଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରୁଆ ଚାଉଳ   ବିଶେଷ୍ୟ

ଅର୍ଥ : ଯେଉଁ କଞ୍ଚା, ଅଭଙ୍ଗା ଚାଉଳ ଦେବତାଙ୍କୁ ଅର୍ପଣ କରାଯାଏ ଏବଂ ମଙ୍ଗଳ କାର୍ଯ୍ୟରେ ବ୍ୟବହାର କରାଯାଏ

ଉଦାହରଣ : ସରିତା ପ୍ରତିଦିନ ଶିବଙ୍କ ପୂଜା ଅରୁଆ ଚାଉଳ, ବେଲପତ୍ର ଆଦିରେ କରେ

कच्चा, अखंड चावल जो देवताओं पर चढ़ाया जाता है या मंगल कार्यों में उपयोग होता है।

सरिता प्रतिदिन शिवजी की पूजा अक्षत,बेलपत्र आदि से करती है।
अक्षत, अखसत, अच्छत, आखत

Grains used as food either unpolished or more often polished.

rice

ଅର୍ଥ : ନ ବାମ୍ଫେଇ ବା ନ ଉଁଷେଇ ଧାନରୁ ବାହାରୁଥିବା ଚାଉଳ

ଉଦାହରଣ : ମୋତେ ଅରୁଆ ଭାତ ଭଲ ଲାଗେ

ସମକକ୍ଷ : ଅରୁଆ

बिना उबाले हुए या बिना भूने हुए धान से निकाला हुआ चावल।

मुझे अरवा का ही भात पसंद है।
अरवा, अरवा चावल, शुक्लौदन

Grains used as food either unpolished or more often polished.

rice