ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଯୋଧ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଯୋଧ୍ୟ   ବିଶେଷ୍ୟ

ଅର୍ଥ : ଯୁଦ୍ଧ କରୁ ନ ଥିବା ବ୍ୟକ୍ତି

ଉଦାହରଣ : ଅଣଯୋଦ୍ଧାକୁ ଯୁଦ୍ଧ କରିବାପାଇଁ ପ୍ରୋତ୍ସହିତ କରାଗଲା

ସମକକ୍ଷ : ଅଣଯୋଦ୍ଧା

युद्ध न करने वाला व्यक्ति।

अयुद्ध को युद्ध करने के लिए प्रोत्साहित किया गया।
अयुद्ध

ଅଯୋଧ୍ୟ   ବିଶେଷଣ

ଅର୍ଥ : ଯାହା ସହିତ କେହି ଲଢ଼େଇ କରି ପାରିବେ ନାହିଁ

ଉଦାହରଣ : ଅଯୋଧ୍ୟ ରାଜାଙ୍କୁ ଆହ୍ୱାନ କଲାଭଳି କେହି ନ ଥିଲେ

जिससे कोई युद्ध न कर सके।

अयोध्य राजा को ललकारने वाला कोई नहीं था।
अयोध्य, अयोध्या