ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମୋକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମୋକ୍ଷ   ବିଶେଷ୍ୟ

ଅର୍ଥ : ମୁକ୍ତି ବା ମୋକ୍ଷର ଅଭାବ

ଉଦାହରଣ : ଜୀବର ଅମୁକ୍ତି କଷ୍ଟପ୍ରଦ ହେଲେ ମଧ୍ୟ ସଂସାରୀ ଲୋକଙ୍କପାଇଁ ସୁଖପ୍ରଦ ଲାଗେ

ସମକକ୍ଷ : ଅମୁକ୍ତି

मुक्ति या मोक्ष का अभाव।

संसारी लोगों को जीव की अमुक्ति कष्टप्रद होते हुए भी सुखद लगती है।
अमुक्ति

ଅମୋକ୍ଷ   ବିଶେଷଣ

ଅର୍ଥ : ଯାହାକୁ ଜନ୍ମ ମରଣରୁ ଅବ୍ୟାହତି ମିଳିନାହିଁ ବା ମୋକ୍ଷ ମିଳିନାହିଁ

ଉଦାହରଣ : ସେ ଅମୋକ୍ଷ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କଲେ

ସମକକ୍ଷ : ଅମୁକ୍ତ

जिसे जन्म-मरण से छुटकारा न मिला हो या मोक्ष न मिली हो।

उसने अमुक्त आत्मा की शांति के लिए पिंडदान किया।
अमुक्त, अमोचन