ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମେରୁଦଣ୍ଡୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମେରୁଦଣ୍ଡୀ   ବିଶେଷ୍ୟ

ଅର୍ଥ : ଯେଉଁ ଜନ୍ତୁର ମେରୁଦଣ୍ଡ ମିଳେ ନାହିଁ

ଉଦାହରଣ : ହାଇଡ୍ରା ଏକ ଅମେରୁଦଣ୍ଡୀ ପ୍ରାଣୀ

ସମକକ୍ଷ : ଅମେରୁଦଣ୍ଡୀ ଜନ୍ତୁ, ଅମେରୁଦଣ୍ଡୀ ପ୍ରାଣୀ

वह जंतु जिसमें कशेरुक दंड नहीं पाया जाता।

हाइड्रा एक अकशेरुकी जन्तु है।
अकशेरुकी, अकशेरुकी जंतु, अकशेरुकी जन्तु, अकशेरुकी प्राणी

Any animal lacking a backbone or notochord. The term is not used as a scientific classification.

invertebrate

ଅମେରୁଦଣ୍ଡୀ   ବିଶେଷଣ

ଅର୍ଥ : ଯେଉଁଥିରେ ହାଡ଼ର ଅଭାବ ଅଛି

ଉଦାହରଣ : କେଞ୍ଚୁଆ ଏକ ଅସ୍ଥିହୀନ ପ୍ରାଣୀ

ସମକକ୍ଷ : ଅସ୍ଥିହୀନ

जिसमें अस्थि का अभाव हो।

केंचुआ एक अस्थिहीन प्राणी है।
अस्थिहीन

Being without a bone or bones.

Jellyfish are boneless.
boneless