ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମଗା   ବିଶେଷଣ

ଅର୍ଥ : ଯେ କାହାକୁ କିଛି କେବେ ମାଗେନାହିଁ

ଉଦାହରଣ : ଅଯାଚକ ବ୍ୟକ୍ତି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରନ୍ତି

ସମକକ୍ଷ : ଅଯାଚକ

जो कभी किसी से कुछ न माँगता हो।

अयाचक व्यक्ति माँगने की अपेक्षा मरना पसन्द करते हैं।
अजाचक, अयाचक, अयाची

Satisfied or showing satisfaction with things as they are.

A contented smile.
content, contented

ଅର୍ଥ : ମଗା ନ ହୋଇଥିବା

ଉଦାହରଣ : ତାକୁ ଅଯାଚିତ ଧନର ଭଣ୍ଡାର ମିଳିଗଲା

ସମକକ୍ଷ : ଅପ୍ରାର୍ଥିତ, ଅଯାଚିତ

बिना माँगा हुआ।

उसे अयाचित धन का भंडार मिल गया।
अयाचित