ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିମାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିମାନୀ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ତ୍ରୀଲୋକର ଗର୍ବ ଅଧିକ

ଉଦାହରଣ : ଏହି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟଙ୍କସହିତ ମୁଁ କଥା ହେବାକୁ ଚାହୁଁନାହିଁ, କାରଣ ସେ ବଡ଼ ଗର୍ବିଣୀ

ସମକକ୍ଷ : ଅଭିମାନବତୀ, ଗର୍ବିଣୀ, ଗର୍ବୀ ମହିଳା, ମାନିନୀ

वह महिला जिसे घमंड हो।

इस विद्यालय की प्रधानाचार्या से मैं बात तक करना नहीं चाहती क्योंकि वह बहुत मानिनी है।
अभिमानिनी, घमंडी महिला, मानिनी

ଅର୍ଥ : ଯେଉଁ ବ୍ୟକ୍ତି ଅଭିମାନ କରେ

ଉଦାହରଣ : ମୁଁ ସେ ଅଭିମାନୀର ଛାଇଠାରୁ ମଧ୍ୟ ଦୂରରେ ରହିବାକୁ ଚାହୁଁଛି

ସମକକ୍ଷ : ଅହଂକାରୀ, ଗର୍ବୀ, ଦର୍ପୀ

An arrogant or presumptuous person.

upstart