ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିନନ୍ଦିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିନନ୍ଦିତ   ବିଶେଷଣ

ଅର୍ଥ : ଯାହଙ୍କର ଅଭିନନ୍ଦନ କରାଯାଇଛି

ଉଦାହରଣ : ଦେଶଭକ୍ତଙ୍କ ଦ୍ୱାରା ନିଜଦେଶ ସବୁବେଳେ ଅଭିନନ୍ଦିତ ହୋଇଥାଏ

ସମକକ୍ଷ : ବନ୍ଦିତ

जिसकी वंदना या अभिवंदना की गई हो।

श्रीराम सर्व लोक वंदित भागवान विष्णु के अवतार हैं।
अभिवंदित, अभिवन्दित, वंदित, वन्दित

ଅର୍ଥ : ପ୍ରଶଂସା କରାଯାଇଥିବା

ଉଦାହରଣ : ଲତା ମଙ୍ଗେଶକର ଜଣେ ବିଖ୍ୟାତ ଏବଂପ୍ରଶଂସିତ ଗାୟିକା ଅଟନ୍ତିଏହା ତାଙ୍କର ବହୁ ପ୍ରଶଂସିତ ରଚନା

ସମକକ୍ଷ : ଅଭିନଂଦିତ, ପ୍ରଶଂସିତ

प्रशंसा किया हुआ।

लता मंगेशकर एक विख्यात और प्रशंसित गायिका हैं।
यह उनकी बहु प्रशंसित रचना है।
अनुमत, अभिनंदित, अभिनन्दित, अभिष्तुत, आशंसित, ईडित, नुत, पणित, प्रशंसित, महमूद, श्लाघित

Regarded with admiration.

admired